Tap an option to check your answer instantly.

1

ରାଜା କପିଳେନ୍ଦ୍ର ଦେବ ନିଜ ବାଲ୍ୟସାଥୀ କାଶିଆକୁ କେଉଁ ପଦବୀରେ ନିଯୁକ୍ତ କଲେ ?

2

ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ୱପ୍ନରେ ରାଜାଙ୍କୁ କେଉଁ ସ୍ଥାନକୁ ଯିବାକୁ ଆଦେଶ ଦେଇଥିଲେ ?

3

ପୁରୀ ରଥଯାତ୍ରାରେ କେଉଁ ମାସରେ କପିଳା ନିଜ ପରିବାରଠାରୁ ଅଲଗା ହୋଇଗଲା ?

4

ଆମ୍ବଗଛ ତଳେ କପିଳା ଶୋଇଥିବା ବେଳେ କିଏ ତା' ମୁଣ୍ଡ ଉପରେ ଛତା ଭଳି ଫଣା ଟେକି ଜଗି ରହିଥିଲା ?

5

କପିଳା କେଉଁ ଖେଳରେ ବହୁତ ନିପୁଣ ଥିଲା ?

6

'ମୂଲିଆ ପୁଅ ରାଜା ହେଲା' କାହାଣୀରେ ମୂଲିଆ ତା' ପୁଅର ନାମ କ'ଣ ରଖିଥିଲା ?

7

“ସଫା ଥିବାବେଳେ ଦେହ ମୋ କଳା, ମଇଳା ହୋଇଲେ ଦିଶଇ ଧଳା ।”— ଏହି ପହେଳିର ଉତ୍ତର କ'ଣ ?

8

'ନ୍ୟାୟର ସିଂହାସନ' ଗଳ୍ପଟି ମୂଳତଃ କେଉଁ ପ୍ରସିଦ୍ଧ ପୁସ୍ତକରୁ ଆସିଛି ?

9

'ତୃତୀୟ ପୁତ୍ତଳିକା ମଧ୍ୟ ଉଡ଼ିଗଲା ।'— ଏହି ବାକ୍ୟରେ ବିଶେଷ୍ୟ ପଦଟି କେଉଁଟି ?

10

'ସେଠାରେ ଏକ ସୁଦୀର୍ଘ ପଡ଼ିଆ ଥିଲା ।'— ଏହି ବାକ୍ୟରେ ଥିବା ବିଶେଷଣ ପଦଟି କେଉଁଟି ?

11

ରାଜା ସିଂହାସନରେ ବସିବାକୁ ଅଗ୍ରସର ହେବାମାତ୍ରେ ଚତୁର୍ଥ ପୁତ୍ତଳିକା କ'ଣ କଲା ?

12

ଚତୁର୍ଥ ପୁତ୍ତଳିକା ଅନୁସାରେ ସିଂହାସନରେ ବସୁଥିବା ପିଲାଟି କିପରି ଥିଲା ?

13

ତୃତୀୟ ପୁତ୍ତଳିକାର କେଉଁ ପ୍ରଶ୍ନ ଶୁଣି ରାଜା ପଛକୁ ଘୁଞ୍ଚିଗଲେ ?

14

ଦ୍ୱିତୀୟ ପୁତ୍ତଳିକା ରାଜାଙ୍କୁ କେଉଁ ବିଷୟରେ ପଚାରିଥିଲା ?

15

ଚୋରି ଅପରାଧରୁ ମୁକୁଳିବା ପାଇଁ ପୁତ୍ତଳିକା ରାଜାଙ୍କୁ କେତେ ଦିନ ପ୍ରାୟଶ୍ଚିତ୍ତ କରିବାକୁ କହିଲା ?

16

ପ୍ରଥମ ପୁତ୍ତଳିକାର ପ୍ରଶ୍ନ ଶୁଣି ରାଜାଙ୍କର କେଉଁ କଥା ମନେ ପଡ଼ିବାରୁ ସେ ଲଜ୍ଜିତ ହେଲେ ?

17

ରାଜା ସିଂହାସନରେ ବସିବାକୁ ଗଲାବେଳେ ପ୍ରଥମ ପୁତ୍ତଳିକା ତାଙ୍କୁ କେଉଁ ପ୍ରଶ୍ନ ପଚାରିଲା ?

18

ପଣ୍ଡିତଙ୍କ କହିବା ଅନୁସାରେ ସେହି ସିଂହାସନଟି କେଉଁ ରାଜାଙ୍କର ଥିଲା ?

19

ସିଂହାସନର ଚାରୋଟି ଗୋଡ଼ରେ କାହାର ମୂର୍ତ୍ତି ଖୋଦେଇ ହୋଇଥିଲା ?

20

ମାଟି ତଳୁ ବାହାରିଥିବା ସିଂହାସନରେ କେତୋଟି ପୁତ୍ତଳିକା ଥିଲେ ?

21

ମଞ୍ଚା ତଳକୁ ଖୋଳିବା ପରେ କେଉଁ ପଥରରେ ତିଆରି ସିଂହାସନ ଦେଖିବାକୁ ମିଳିଲା ?

22

ନିଇତି ମଞ୍ଚାରେ ବସୁଥିବା ପିଲାଟି ସେଦିନ କାହିଁକି ଆସି ନ ଥିଲା ?

23

ରାଜା ଭୋଜ କାହା ସହିତ ଯାଇ ପିଲାମାନଙ୍କ ଖେଳକୁ ନିରୀକ୍ଷଣ କଲେ ?

24

ପିଲାଟିର ଖ୍ୟାତି ଶୁଣି ରାଜା ଭୋଜ ପ୍ରଥମେ କିପରି ପ୍ରତିକ୍ରିୟା ପ୍ରକାଶ କଲେ ?

25

ଦୁଇଜଣ କୃଷକ କଳିର ସମାଧାନ ପାଇଁ ରାଜାଙ୍କ ପାଖକୁ ନ ଯାଇ କାହା ନିକଟରେ ଉପସ୍ଥିତ ହେଲେ ?