ଯେ ଥାଏ ପର ଉପକାରେ — MCQ Practice
Tap an option to check your answer instantly.
ସନ୍ନ୍ୟାସୀ ମେକରଣ ରାଜାଙ୍କଠାରୁ କେଉଁ ଦାନ ମାଗିଥିଲେ?
ରାଜା ସନ୍ନ୍ୟାସୀ ମେକରଣଙ୍କ ଦେହରେ କ'ଣ ଘୋଡ଼ାଇ ଦେଇଥିଲେ?
ଦୋକାନରୁ ଦରକାରୀ ଜିନିଷ ଆଣିବା ପାଇଁ ମେକରଣ କାହାକୁ ଚିଠି ଦେଇ ପଠାଉଥିଲେ?
କଚ୍ଛ ରାଜ୍ୟର ରାଜା ସେହି ଅଞ୍ଚଳକୁ କେଉଁ କାମରେ ଆସିଥିଲେ?
ଭିକ୍ଷାରୁ ମିଳିଥିବା ଖାଦ୍ୟରୁ ମେକରଣ କେତେ ଭାଗ ମୋତି ଓ ଲାଲାଙ୍କୁ ଦେଉଥିଲେ?
ମରୁଭୂମିକୁ ପାଣି ନେଇ ଯିବା ସମୟରେ ଆଗେ ଆଗେ କିଏ ଚାଲୁଥିଲା?
ସାଧୁ ମେକରଣ ପାଳିଥିବା ଗଧଟିର ନାମ କ'ଣ ଥିଲା?
ସାଧୁ ମେକରଣ ପାଳିଥିବା କୁକୁରଟିର ନାମ କ'ଣ ଥିଲା?
ଗୁରୁ ଦତ୍ତାତ୍ରେୟ ମେକରଣଙ୍କୁ କେଉଁ ମହତ୍ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ?
ଗୁରୁ ଦତ୍ତାତ୍ରେୟ ଶିଷ୍ୟ ମେକରଣଙ୍କୁ କେତୋଟି ତୁମ୍ବୀ ଦେଇଥିଲେ?
ତପସ୍ୟା ସମୟରେ ମେକରଣ ଶୋଷ ହେଲେ କ'ଣ ପିଇ ତୃଷା ନିବାରଣ କରୁଥିଲେ?
ମେକରଣ କେଉଁ ପର୍ବତର ପାଦଦେଶରେ ଥିବା ଅରଣ୍ୟରେ ବାରବର୍ଷ ତପସ୍ୟା କରିଥିଲେ?
ସାଧୁ ମେକରଣ କାହାଙ୍କର ଶିଷ୍ୟ ଥିଲେ?
ସାଧୁ ମେକରଣ କେଉଁ ରାଜ୍ୟର କଚ୍ଛ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ?
'ଯେ ଥାଏ ପର ଉପକାରେ' ପାଠଟିର ଲେଖକ କିଏ?