Tap an option to check your answer instantly.

1

ପାଠ୍ୟପୁସ୍ତକରେ ଥିବା ‘ପଢ଼ିଥିଲି ଯହିଁ ପ୍ରଥମକଥା’ କବିତାର କବି କିଏ ?

2

‘ଶୈଶବର କଥା’ ପ୍ରସଙ୍ଗଟି ଫକୀର ମୋହନଙ୍କ କେଉଁ ପୁସ୍ତକରୁ ସଂଗୃହୀତ ?

3

ପାର୍ଶି ସ୍କୁଲର ଓଡ଼ିଆ ପଣ୍ଡିତଙ୍କ ନାମ କ’ଣ ଥିଲା ?

4

ବାଲେଶ୍ୱରର ପାର୍ଶି ଅବୈତନିକ ସ୍କୁଲରେ କେତେଜଣ ଆଖୁଞ୍ଜୀ ନିଯୁକ୍ତ ଥିଲେ ?

5

ଚାହାଳୀରେ ନୂଆ ପାଠ ଆରମ୍ଭ କଲେ ଅବଧାନଙ୍କୁ କ’ଣ ଦିଆଯାଉଥିଲା ?

6

ନଣ୍ଡା ଗୋସାଇଁ ମଠ ଚାହାଳୀରେ କେଉଁ ତିଥିରେ ପାଠପଢ଼ା ବନ୍ଦ ରହୁନଥିଲା ?

7

ଫକୀର ମୋହନଙ୍କ ପ୍ରତି କିଏ ବଡ଼ ନିଷ୍ଠୁର ଥିଲେ ?

8

ଅବଧାନ ବୈଷ୍ଣବ ମାହାନ୍ତିଙ୍କ ଘର କେଉଁ ଜିଲ୍ଲାରେ ଥିଲା ?

9

ଲେଖକ ପଢ଼ୁଥିବା ପ୍ରଥମ ଚାହାଳୀର ଅବଧାନଙ୍କ ନାମ କ’ଣ ଥିଲା ?

10

ଶୂନଚାଟି ଡରରେ ଚାଟଟି ଘରର କେଉଁ ନିରାପଦ ସ୍ଥାନରେ ଲୁଚି ବସୁଥିଲା ?

11

ଚାହାଳୀକୁ ସମସ୍ତଙ୍କ ଆଗେ ଆସିଥିବା ଚାଟକୁ ଅବଧାନେ କ’ଣ ଦେଉଥିଲେ ?

12

ଚାଟଶାଳୀରେ ପଢ଼ା ଆରମ୍ଭ ବେଳକୁ ଲେଖକଙ୍କ ବୟସ କେତେ ହୋଇଥିଲା ?

13

ଫକୀରୀ ବେଶରେ ଲେଖକ ହାତରେ କେଉଁ ରଙ୍ଗର ଜଉମଡ଼ା ବାଡ଼ି ଧରୁଥିଲେ ?

14

କେଉଁ ପର୍ବ ସମୟରେ ଲେଖକଙ୍କୁ ଆଠ ଦିନ ପାଇଁ ଫକୀର ସଜାଯାଉଥିଲା ?

15

ବାଲେଶ୍ୱରରେ ଥିବା ଦୁଇ ପୀରଙ୍କଠାରେ କିଏ ମାନତା କରିଥିଲେ ?

16

ପିଲାଦିନେ ଫକୀର ମୋହନଙ୍କ ପ୍ରଥମ ନାମ କ’ଣ ରଖାଯାଇଥିଲା ?

17

ଜନନୀଙ୍କ ମୃତ୍ୟୁ ପରେ ଲେଖକ କେତେ ବର୍ଷ ପର୍ଯ୍ୟନ୍ତ ରୋଗଶଯ୍ୟାରେ ପଡ଼ିଥିଲେ ?

18

ଫକୀର ମୋହନଙ୍କ ପିତାମହୀ (ଠାକୁରମା) ଙ୍କ ନାମ କ’ଣ ଥିଲା ?

19

ବାପାଙ୍କ ମୃତ୍ୟୁ ପରେ ମାଆ କେତେ ମାସ ଯନ୍ତ୍ରଣା ଭୋଗ କରି ପ୍ରାଣତ୍ୟାଗ କଲେ ?

20

ପୋଷା କୁକୁରଟି କେତେ ଦିନ ପର୍ଯ୍ୟନ୍ତ ଅନାହାରରେ ରହି ମରିଗଲା ?

21

ପିତା କେଉଁ ପୁଷ୍କରିଣୀର ପଥରଘାଟ ଉପରେ ପ୍ରାଣତ୍ୟାଗ କରିଥିଲେ ?

22

ପିତା କେଉଁ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କଲେ ?

23

ପିତାଙ୍କ ପରଲୋକ ସମୟରେ ଲେଖକଙ୍କ ବୟସ କେତେ ଥିଲା ?

24

ପିତୃଦେବ କେଉଁ ଯାତ୍ରା ଦର୍ଶନ ପାଇଁ ପୁରୀ ଯାଇଥିଲେ ?

25

ଲୋକଙ୍କ ସଂସ୍କାର ଅନୁଯାୟୀ ତଳପୁଅର କାନ ଫୋଡ଼ାଇ ଦେଲେ କିଏ ତାକୁ ନିଏ ନାହିଁ ବୋଲି ବିଶ୍ୱାସ ଥିଲା ?