‘ହୋରି ଖେଳିବା’ କବିତାରେ ଦୋଳ ପୁନେଇଁ କେଉଁ କଥା ଶୁଣାଇଥାଏ?
‘ନୂଆଖାଇ ଜୁହାର’ କାହାକୁ କୁହାଯାଏ?
ପ୍ରସାଦ ସେବନ କରିବା ସମୟରେ ଲୋକମାନେ କେଉଁ ଦିଗକୁ ମୁହଁ କରି ବସନ୍ତି?
ନୂଆଖାଇ ଦିନ ସକାଳେ ଘରର ମୁଖୁଆ କ’ଣ କରନ୍ତି?
ନୂଆଖାଇ ପର୍ବର ପୂର୍ବଦିନ କେଉଁ ପୂଜା ଉତ୍ସବ ପାଳିତ ହୋଇଥାଏ?
ନୂଆଖାଇ ପର୍ବ କେଉଁ ତିଥିରେ ପାଳନ କରାଯାଏ?
‘ନୂଆଖାଇ’ ପାଠଟିର ଲେଖକ କିଏ?
ନୂଆଖାଇ ପର୍ବକୁ ଏକ ସାମାଜିକ ପର୍ବ କାହିଁକି କୁହାଯାଏ?
ନୂଆଖାଇ ସଞ୍ଜରେ କି କି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ?
ମନ୍ଦିରକୁ ଯାଇ ଗ୍ରାମବାସୀ ଠାକୁରଙ୍କ ପାଖରେ କ’ଣ ପ୍ରାର୍ଥନା କରନ୍ତି?
‘ନୂଆଖାଇ ଭେଟ୍ଘାଟ୍’ ସମୟରେ ବୁଢ଼ାବୁଢ଼ୀମାନେ କ’ଣ କହି ଆଶୀର୍ବାଦ ଦିଅନ୍ତି?
ନୂଆଖାଇ ଭୋଗରେ କେଉଁ କେଉଁ ସାମଗ୍ରୀ ମିଶାଇ ପ୍ରସାଦ ପ୍ରସ୍ତୁତ କରାଯାଏ?
ନୂଆଖାଇ ପୂର୍ବରୁ ଘରର ମାଆ, ଝିଅ ଓ ବୋହୂମାନେ କି କାମ କରନ୍ତି?
ନୂଆଖାଇରେ କାହାକୁ କୃତଜ୍ଞତା ଜଣାଇ କିପରି ଭୋଗ କରାଯାଏ?
ପର୍ବପର୍ବାଣି ମାନବ ଜୀବନରେ କି ପରିବର୍ତ୍ତନ ଆଣିଥାଏ?
‘ନୂଆଖାଇ ଜୁହାର’ ଏବଂ ‘ନୂଆଖାଇ ଭେଟ୍ଘାଟ୍’ କହିଲେ କ’ଣ ବୁଝ?
ନୂଆଖାଇ ଦିନ ପୂଜାର୍ଚ୍ଚନା ଏବଂ ନବାନ୍ନ ପ୍ରସାଦ ପ୍ରସ୍ତୁତି ଓ ସେବନ ବିଧି ବର୍ଣ୍ଣନା କର ।
ନୂଆଖାଇ ପର୍ବ କେବେ ପାଳିତ ହୁଏ ଏବଂ ଏଥିପାଇଁ ଘରଦ୍ୱାର ଓ ହାଟବଜାରରେ କି କି ପ୍ରସ୍ତୁତି କରାଯାଏ?
‘ହୋରି ଖେଳିବା’ କବିତାର ମୂଳଭାବ ବର୍ଣ୍ଣନା କରି ଏହା ଆମକୁ କି ଶିକ୍ଷା ପ୍ରଦାନ କରେ ଲେଖ ।
‘ପର୍ବପର୍ବାଣି ମାନବ ଜୀବନକୁ ସରସ ସୁନ୍ଦର ଓ କର୍ମଚଞ୍ଚଳ କରିଥାଏ’ — ‘ନୂଆଖାଇ’ ପାଠ ଆଧାରରେ ବୁଝାଇ ଲେଖ ।
‘ନୂଆଖାଇ’ ପର୍ବ ପାଳନର ବିଧିବିଧାନ, ସାଂସ୍କୃତିକ ଆନନ୍ଦ ଓ ସାମାଜିକ ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କର ।