କାଜିରଙ୍ଗା ଜାତୀୟ ଉଦ୍ୟାନ — True / False Practice
ନନ୍ଦନକାନନ ପ୍ରାଣୀଉଦ୍ୟାନ ଧଳାବାଘ ପାଇଁ ସାରା ପୃଥିବୀରେ ପ୍ରସିଦ୍ଧି ଲାଭ କରିଛି।
ମହାନଦୀର ପ୍ରସିଦ୍ଧ ସାତକୋଶିଆ ଗଣ୍ଡ ନନ୍ଦନକାନନ ପ୍ରାଣୀଉଦ୍ୟାନ ମଧ୍ୟରେ ଅବସ୍ଥିତ।
ଚିଲିକା ହେଉଛି ଏସିଆ ମହାଦେଶର ବୃହତ୍ତମ ଲବଣାକ୍ତ ହ୍ରଦ।
ଭିତରକନିକା ଅଭୟାରଣ୍ୟ ମୁଖ୍ୟତଃ ଏକଶିଙ୍ଗିଆ ଗଣ୍ଡା ପ୍ରଜନନ ପାଇଁ ପ୍ରସିଦ୍ଧ।
ଶିମିଳିପାଳରେ ଥିବା ବରେହିପାଣି ଜଳପ୍ରପାତର ଉଚ୍ଚତା ୧୩୦୯ ଫୁଟ ଅଟେ।
ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ।
ଉତ୍ତରାଖଣ୍ଡର ଜିମ୍ କାର୍ବେଟ୍ ଜାତୀୟ ଉଦ୍ୟାନ ଭାରତର ସବୁଠାରୁ ପୁରୁଣା ଜାତୀୟ ଉଦ୍ୟାନ ଅଟେ।
କାଜିରଙ୍ଗା ଉଦ୍ୟାନରେ ଥିବା ରୟାଲ ବେଙ୍ଗଲ ଟାଇଗର କେବଳ ଦ୍ୱିପ୍ରହର ସମୟରେ ବାହାରନ୍ତି।
ହାତୀଦଳ ରାସ୍ତା ପାରି ହେବା ସମୟରେ ବିଶାଳକାୟ ଦଳପତି ଦନ୍ତାହାତୀ ସବୁଠୁ ପଛରେ ରହିଥିଲେ।
ଭ୍ରମଣର ଦ୍ୱିତୀୟ ଦିନରେ ଲେଖକ ପୁନର୍ବାର ହାତୀ ପିଠିରେ ବସି ହ୍ରଦ ଆଡ଼କୁ ଯାଇଥିଲେ।
ଭାରତରେ ଦେଖାଯାଉଥିବା ଅଧାରୁ ଅଧିକ ଗଣ୍ଡା କାଜିରଙ୍ଗା ଜାତୀୟ ଉଦ୍ୟାନରେ ରହନ୍ତି।
କାଜିରଙ୍ଗା ଜାତୀୟ ଉଦ୍ୟାନରେ ପାଞ୍ଚ ପ୍ରକାରର ହରିଣ ଦେଖାଯାଆନ୍ତି।
ଭାରତ ଓ ନେପାଳ ଜଙ୍ଗଲରେ ହିଁ କେବଳ ଏକଶିଙ୍ଗିଆ ଭାରତୀୟ ଗଣ୍ଡା ଦେଖାଯାଆନ୍ତି।
ଭାରତବର୍ଷରେ ହାତୀଠାରୁ ମଧ୍ୟ ଗଣ୍ଡା ଆକାରରେ ବଡ଼ ପଶୁ ଅଟନ୍ତି।
କାଜିରଙ୍ଗା ଜାତୀୟ ଉଦ୍ୟାନ ଆସାମର ବ୍ରହ୍ମପୁତ୍ର ନଦୀକୂଳରେ ଅବସ୍ଥିତ।