Tap an option to check your answer instantly.

1

‘ବଗ ଓ କଙ୍କଡ଼ା’ ଗଳ୍ପରେ କଙ୍କଡ଼ା କାହିଁକି ବଗର ତଣ୍ଟି କାମୁଡ଼ି ଧରିଲା ?

2

‘ପଞ୍ଚତନ୍ତ୍ର’ ପୁସ୍ତକଟି କିଏ ରଚନା କରିଥିଲେ ?

3

‘ଠକି ବସିଲେ ଠକିଯିବ’ କାହାଣୀଟି କାହା ଦ୍ୱାରା ସଂଗୃହୀତ ହୋଇଛି ?

4

‘ଠକି ବସିଲେ ଠକିଯିବ’ କାହାଣୀଟି କେଉଁ ଗଳ୍ପ ସଂକଳନରୁ ଆସିଅଛି ?

5

ଗଳ୍ପର ଶେଷରେ ହତାଶ ବେପାରୀ ପାଟିରୁ କେଉଁ ନୀତିବାକ୍ୟ ବାହାରି ପଡ଼ିଲା ?

6

ପ୍ରଥମ ବେପାରୀ ନଈଘାଟରେ ପହଞ୍ଚିଲା ବେଳକୁ ଡଙ୍ଗାଟି କେଉଁଠାରେ ଥିଲା ?

7

ଥାଳିଟି ଆର ବେପାରୀ ନେଇଯାଇଛି ଶୁଣି ପ୍ରଥମ ବେପାରୀ କ’ଣ କଲା ?

8

ବୁଢ଼ୀ ଦୁଆରେ ଦର ହଙ୍କାହଙ୍କି ଦେଖି କେଉଁମାନେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ?

9

ପ୍ରଥମ ବେପାରୀ ଫେରିଆସି ଦର ବଢ଼ାଇ ବଢ଼ାଇ ଶେଷରେ କେତେ ଟଙ୍କା ଯାଏ କହିଲା ?

10

ଦ୍ୱିତୀୟ ବେପାରୀ ସୁନା ଥାଳିଟି ନେଇ କେଉଁଠାକୁ ଚାଲିଗଲା ?

11

"ବାପ, ତୁମେ ଯେଉଁ ସତ ପଦକ କହିଲ, ସେ ପଦକ ଲକ୍ଷେ" - ଏହା କିଏ କହିଥିଲେ ?

12

ଆଈଙ୍କ ଗଲା ଦିନର ଦୁଃଖ କଥା ଶୁଣି ଦ୍ୱିତୀୟ ବେପାରୀର କ’ଣ ହେଲା ?

13

ଦ୍ୱିତୀୟ ବେପାରୀର ସମସ୍ତ ପାଣ୍ଠିପତ୍ର ମିଶିଲେ କେତେ ଟଙ୍କା ହେବ ନାହିଁ ?

14

ଦ୍ୱିତୀୟ ବେପାରୀ ଅନୁସାରେ ସୁନା ଥାଳିଟିର ପ୍ରକୃତ ଦାମ୍ କେତେ ହେବ ?

15

ଦ୍ୱିତୀୟ ବାସନ ବେପାରୀ ଥାଳିଟି ପରୀକ୍ଷା କରି କ’ଣ କହିଲା ?

16

ପ୍ରଥମ ବେପାରୀ ଚାଲିଯିବା ପରେ ସେହି ସାହିକୁ କିଏ ଆସିଲା ?

17

ବୁଢ଼ୀ ପ୍ରଥମ ବେପାରୀକୁ ଥାଳି ବିକିବାକୁ କାହିଁକି ମନା କଲା ?

18

ପ୍ରଥମ ବେପାରୀ ଥାଳିଟି ପାଇଁ ପ୍ରଥମେ କେତେ ଦାମ୍ କହିଥିଲା ?

19

ଥାଳିର ଝଟକ ଦେଖି ପ୍ରଥମ ବେପାରୀ ମନେ ମନେ କ’ଣ ଭାବିଲା ?

20

ପ୍ରଥମ ବାସନବାଲା ଥାଳିଟିକୁ କେଉଁଥିରେ ରାମ୍ପି ପରୀକ୍ଷା କରିଥିଲା ?

21

ଆଈଙ୍କ ଘରେ ଥିବା ପୁରୁଣା ଥାଳିଟି କାହିଁକି ବାରି ହେଉ ନ ଥିଲା ?

22

ଆଈ-ନାତୁଣୀଙ୍କ ସାହିକୁ ପ୍ରଥମେ ଆସିଥିବା ବେପାରୀର ସ୍ୱଭାବ କିପରି ଥିଲା ?

23

ବାସନ ବେପାରୀ ସାହିରେ କିପରି ଡାକ ପକାଉଥିଲା ?

24

ଦୁଇ ବାସନ ବେପାରୀ ଗାଆଁ ମୁଣ୍ଡରେ କ’ଣ ଠିକ୍ କରିଥିଲେ ?

25

ନଈ ସେପାରି ସହରରୁ ଗାଆଁକୁ କେତେଜଣ ବାସନ ବେପାରୀ ଆସିଥିଲେ ?