1

‘ତୋଷାମଦ’ ଶବ୍ଦ ସହିତ ‘ଇଆ’ ପ୍ରତ୍ୟୟ ଯୋଗ କଲେ ‘ତୋଷାମଦୀ’ ଶବ୍ଦ ଗଠିତ ହୁଏ ।

2

‘ବୀରପ୍ରସବିନୀ’ ଶବ୍ଦର ଅର୍ଥ ଯେଉଁ ମାଆ ବୀର ପୁରୁଷଙ୍କୁ ଜନ୍ମ ଦେଇଛି ।

3

ଘୋଡ଼ା ମୁହଁରେ ଦାନାର ତୋବଡ଼ା ବନ୍ଧା ଥିଲେ ଗାଡ଼ି ସହଜରେ ଆଗକୁ ଟାଣି ହୋଇଯାଏ ।

4

‘ଜନନୀର ଉକ୍ତି’ ଓ ‘ଜାତିଇତିହାସ’ ମଧୁସୂଦନ ଦାସଙ୍କର ଦୁଇଟି ପ୍ରମୁଖ ସାରସ୍ୱତ ସୃଷ୍ଟି ।

5

ଶାଗୁଣା ଓ ବିଲୁଆ ଚିକିତ୍ସକ ହେଲେ ମୃତ ଶବ ପୁନର୍ବାର ଜୀବନ ଲାଭ କରିଥାଏ ।

6

ଉତ୍କଳର ପୂର୍ବପୁରୁଷମାନେ ସ୍ୱର୍ଗଧାମରେ ଥାଇ ବର୍ତ୍ତମାନ ସନ୍ତାନମାନଙ୍କ ଭୀରୁତା ପାଇଁ ମନସ୍ତାପ ଭୋଗୁଛନ୍ତି ।

7

କବିତାରେ 'ମହୀ' ଶବ୍ଦଟି ଆକାଶ ଅର୍ଥରେ ବ୍ୟବହୃତ ହୋଇଛି ।

8

ପନ୍ଦର ଥର (୧୫ ଥର) ତିଥି ଗଣନାକୁ ନେଇ ଏକ ପକ୍ଷ ଗଠିତ ହୁଏ ।

9

ଚାନ୍ଦ୍ରମାସର ହିସାବ ସଂକ୍ରାନ୍ତିଠାରୁ ଏବଂ ସୌରମାସର ହିସାବ ପୂର୍ଣ୍ଣିମାଠାରୁ ଆରମ୍ଭ ହୁଏ ।

10

ଚନ୍ଦ୍ରର ନିଜସ୍ୱ ଆଲୋକ ରହିଛି ।

11

କବିତାର ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ଚଉଦ (୧୪) ଅଟେ ।

12

ସ୍ୱାର୍ଥପର ବ୍ୟକ୍ତିମାନେ ସହଜରେ ଜାତିର ଉନ୍ନତି ସାଧନ କରିପାରିବେ ।

13

କବି ମଧୁସୂଦନ ଦାସ କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ଜନ୍ମଗ୍ରହଣ କରିଥିଲେ ।

14

ତୋଷାମଦ କରିବା ଦ୍ୱାରା ଜାତିର ମାନ ଓ ସମ୍ମାନ ବୃଦ୍ଧି ପାଏ ।

15

ଓଡ଼ିଶାର ପୂର୍ବପୁରୁଷମାନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଜୟ କରିଥିଲେ ।

16

‘ଉତ୍କଳ ସନ୍ତାନ’ କବିତାର ରଚୟିତା ହେଉଛନ୍ତି ଉତ୍କଳଗୌରବ ମଧୁସୂଦନ ଦାସ ।