Tap an option to check your answer instantly.
ଉତ୍ତର ଭାରତର ବ୍ରଜଭୂମିର ରାମଲୀଳାରୁ କେଉଁ ଶାସ୍ତ୍ରୀୟ ନୃତ୍ୟର ଉତ୍ପତ୍ତି ହୋଇଛି ?
‘ମୋହିନୀ ଅଟ୍ଟମ୍’ ନୃତ୍ୟରେ ନର୍ତ୍ତକୀମାନେ ପିନ୍ଧୁଥିବା ପାରମ୍ପରିକ ପୋଷାକକୁ କ’ଣ କୁହାଯାଏ ?
କେରଳର ପ୍ରସିଦ୍ଧ ‘କଥକଳି’ ନୃତ୍ୟ କେଉଁ ଦୁଇଟି ଲୋକନାଟ୍ୟର ସମ୍ମିଶ୍ରଣରୁ ଉଦ୍ଭବ ହୋଇଛି ?
ଦକ୍ଷିଣ ଭାରତର ମନ୍ଦିରମାନଙ୍କରେ ପ୍ରଚଳିତ ଥିବା ‘ଦାସୀ ଅଟ୍ଟମ୍’ ପରବର୍ତ୍ତୀ କାଳରେ କେଉଁ ନାମରେ ପରିଚିତ ହେଲା ?
ଓଡ଼ିଶୀ ନୃତ୍ୟ ସମ୍ପର୍କିତ ପ୍ରାମାଣିକ ଶାସ୍ତ୍ରୀୟ ଗ୍ରନ୍ଥର ନାମ କ’ଣ ?
ଓଡ଼ିଶୀ ନୃତ୍ୟର ପ୍ରାଚୀନ ନାମ କ’ଣ ଥିଲା ?
ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ରହିବା ସହ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରତିଭା କିଏ ?
ଗୁରୁ କେଳୁଚରଣଙ୍କୁ କେଉଁ ମସିହାରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପ୍ରଥମଥର ପୁରସ୍କୃତ କରିଥିଲା ?
ଭାରତ ସରକାର କେଉଁ ମସିହାରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ‘ପଦ୍ମବିଭୂଷଣ’ ସମ୍ମାନରେ ସମ୍ମାନିତ କରିଥିଲେ ?
ନୃତ୍ୟ ପରିବେଷଣ ବେଳେ ଲୟର ମହତ୍ତ୍ୱ ବୁଝାଇବାକୁ କେଳୁଚରଣ କାହାର କାର୍ଯ୍ୟକୁ ଉଦାହରଣ ଭାବେ ନେଇଛନ୍ତି ?
ଆନ୍ଧ୍ରପ୍ରଦେଶରୁ ଆସିଥିବା କେଉଁ ଗୁରୁଙ୍କ ପ୍ରଭାବରୁ କେଳୁଚରଣ ଭାରତୀୟ ନୃତ୍ୟର ବିଭିନ୍ନ ଶୈଳୀ ଓ ମୁଦ୍ରା ଆହରଣ କରିଥିଲେ ?
କେଳୁଚରଣ କେଉଁ ଗୁରୁଙ୍କଠାରୁ ମଞ୍ଚ ଅଭିନୟର କଳା ଆୟତ୍ତ କରିଥିଲେ ?
ରଙ୍ଗମଞ୍ଚରେ ନୃତ୍ୟ ସହ ଗୀତ ଗାଇବାରେ ପ୍ରଥମ ମହିଳା କଳାକାର କିଏ ଥିଲେ ?
ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ କେଳୁଚରଣ ଓ ଲକ୍ଷ୍ମୀପ୍ରିୟା ଯଥାକ୍ରମେ କେଉଁ ଭୂମିକାରେ ଅଭିନୟ କରିଥିଲେ ?
କଟକର ‘ଓଡ଼ିଶା ଥିଏଟର୍ସ’ରେ କାମ କଲାବେଳେ କେଳୁଚରଣଙ୍କ ମାସିକ ଦରମା କେତେ ଟଙ୍କା ଥିଲା ?
ଭୁବନେଶ୍ୱରରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟର ଗବେଷଣା ପାଇଁ କେଉଁ ସଂସ୍ଥା ପ୍ରତିଷ୍ଠା କରିଥିଲେ ?
ନିମ୍ନୋକ୍ତ ମଧ୍ୟରୁ କେଉଁଟି କେଳୁଚରଣଙ୍କ ପିତା ଦେଇଥିବା ଉପଦେଶ ନୁହେଁ ?
ମୃତ୍ୟୁ ପୂର୍ବରୁ କେଳୁଚରଣଙ୍କ ପିତା ତାଙ୍କୁ କେତୋଟି ଉପଦେଶ ଦେଇଥିଲେ ?
ରଘୁରାଜପୁରର ପ୍ରସିଦ୍ଧ ପଦ୍ମଶ୍ରୀ ସମ୍ମାନିତ ମୃଦଙ୍ଗବାଦକ କିଏ ଥିଲେ ?
ରଘୁରାଜପୁର ଗ୍ରାମ ମୁଣ୍ଡରେ କେଉଁ ଠାକୁରାଣୀଙ୍କ ମନ୍ଦିର ରହିଛି ?
ରଘୁରାଜପୁର ନିକଟସ୍ଥ ‘ଜନକଦେଈପୁର’ ଗ୍ରାମଟି କାହା ନାମାନୁସାରେ ନାମିତ ହୋଇଛି ?
କେଉଁ ମହାପୁରୁଷଙ୍କ ନାମାନୁଯାୟୀ ‘ରଘୁରାଜପୁର’ ଗ୍ରାମର ନାମକରଣ ହୋଇଛି ବୋଲି କିମ୍ବଦନ୍ତୀ ରହିଛି ?
ରଘୁରାଜପୁର ଗ୍ରାମଟି କେଉଁ ନଦୀ କୂଳରେ ଅବସ୍ଥିତ ?
କେଉଁ ମହାଗୁରୁ କେଳୁଚରଣଙ୍କ ଅଭିନୟରେ ମୁଗ୍ଧ ହୋଇ “ସେ ତୁମର ନାଁ ରଖିବ” ବୋଲି ମୋହନସୁନ୍ଦରଙ୍କୁ କହିଥିଲେ ?
ଗ୍ରୀଷ୍ମଛୁଟିରେ ଗାଁକୁ ଆସି ତାସ୍ ମୁଠା ଧରି ଯାଉଥିବା ଦେଖି ବାପା କେଳୁଚରଣଙ୍କ ଉପରକୁ କ’ଣ ଫୋପାଡ଼ି ଦେଇଥିଲେ ?