Tap an option to check your answer instantly.
‘ଜରି ଗୋଟା’ କବିତାର କବି କିଏ ?
‘ଗୋବରଗଣେଶ’ ରୂଢ଼ିର ସଠିକ୍ ଅର୍ଥ କ’ଣ ?
‘ଅହିନକୁଳ ସମ୍ପର୍କ’ ରୂଢ଼ିର ଅର୍ଥ କ’ଣ ?
‘ଲୋକମୁଖରେ କଥାଟି ପ୍ରସାର ଲାଭ କଲା।’ ଏଥିପାଇଁ କେଉଁ ଲୋକବାଣୀଟି ବ୍ୟବହାର ହୁଏ ?
‘ଫାଙ୍କି ଦେବା’ – ଏହି ଲୋକବାଣୀଟି କେଉଁ ଅର୍ଥରେ ପ୍ରକାଶିତ ?
‘ରକ୍ତ’ ଶବ୍ଦର ସମାନ ଅର୍ଥ ପ୍ରକାଶ କରୁଥିବା ଶବ୍ଦ ଯୋଡ଼ି କେଉଁଟି ?
‘ବୁଲା ପଢୁଛି’ – ଏହି ବାକ୍ୟର ଭବିଷ୍ୟତ କାଳ ରୂପ କ’ଣ ହେବ ?
‘ଦରଜା ଖୋଲିଦେବା’ ଏକାଙ୍କିକା ଆଧାରରେ କେଉଁ ଉକ୍ତିଟି ଗ୍ରହଣୀୟ ?
ଡ. ନାରାୟଣ ସାହୁ କେଉଁ ନାଟକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ?
‘ଦରଜା ଖୋଲିଦେବା’ ଏକାଙ୍କିକାର ଶେଷ ଦୃଶ୍ୟରେ ପ୍ରଧାନବାବୁ ପିଲାମାନଙ୍କ ପାଇଁ ପ୍ରତିଦିନ କ’ଣ ଯୋଗାଡ଼ କରିବେ ବୋଲି କହିଲେ ?
“ସେମାନେ କାଦୁଅ ମେଞ୍ଚା। ଯେମିତି ଗଢ଼ିବାକୁ ଚାହିଁବେ, ଗଢ଼ି ପାରିବେ।” – ଶିକ୍ଷକ ଏପରି କହିବାର କାରଣ କ’ଣ ?
ସତ୍ୟ ଦେହରେ କାହାର ରକ୍ତ ମେଳ ଖାଇଲା ?
ପଞ୍ଚମ ଦୃଶ୍ୟର ଘଟଣା କେଉଁଠାରେ ଘଟିଛି ?
ଡାକ୍ତରଖାନା ସ୍କୁଲଠାରୁ କେତେ କିଲୋମିଟର ବାଟ ଥିଲା ?
ଚତୁର୍ଥ ଦୃଶ୍ୟରେ ସତ୍ୟର କ’ଣ ହୋଇଥିବା ଖବର ଆସିଲା ?
ବିଛଣା ଉପରେ ବସିଥିବା ରହିମ୍କୁ ଦେଖି ପ୍ରଧାନବାବୁ କ’ଣ ଧରି ପିଟିବାକୁ ଯାଇଥିଲେ ?
“ପାପକୁ ଘୃଣା କର, ହେଲେ ପାପୀକୁ ନୁହେଁ।” – ଏହି ବାଣୀ କାହାର ?
ତୃତୀୟ ଦୃଶ୍ୟରେ ସତ୍ୟ ସପ ଉପରେ ବସି କାହାର ଚିତ୍ର ଆଙ୍କୁଥିଲା ?
‘ବିଦ୍ୟାଳୟ ପାଇଁ ଉଚ୍ଚ-ନୀଚ, ଧନୀ-ଗରିବ, ହିନ୍ଦୁ-ମୁସଲମାନ ସମସ୍ତେ ସମାନ’ – ଏହା କିଏ କହିଥିଲେ ?
ପ୍ରଧାନବାବୁଙ୍କ ପୁଅର ନାମ କ’ଣ ?
ଦ୍ୱିତୀୟ ଦୃଶ୍ୟରେ ବୁଲା ଓ ରହିମ୍ ସ୍କୁଲକୁ କ’ଣ ପିନ୍ଧି ଆସିଥିଲେ ?
ଶିକ୍ଷକ ନିଜକୁ ‘ମାଷ୍ଟରବାବୁ’ ନୁହେଁ, କ’ଣ ବୋଲି ଡାକିବାକୁ କହିଲେ ?
ଶିକ୍ଷକ ବୁଲା ଓ ରହିମ୍ଙ୍କୁ ଦିନକୁ କେତେ ସମୟ ସ୍କୁଲରେ ବସି ପାଠ ପଢ଼ିବାକୁ କହିଲେ ?
ସ୍କୁଲ ଘରର ଇଟା ବୋହିବା ପାଇଁ ପାଞ୍ଚଜଣ ପିଲାଙ୍କୁ ପଧାନବାବୁ କେତେ ଟଙ୍କା ଦେଇଥିଲେ ?
ଶିକ୍ଷକଙ୍କ ମତରେ ପାଠ କ’ଣ ଭଳି ଅଟେ ?