‘ଦରଜା ଖୋଲି ଦେବା’ ଏକାଙ୍କିକାଟି ପାଞ୍ଚୋଟି ଦୃଶ୍ୟରେ ବିଭକ୍ତ।
ପ୍ରଧାନବାବୁ ସ୍କୁଲରେ ପ୍ରତିଦିନ ମଧ୍ୟାହ୍ନଭୋଜନ ପାଇଁ ଯୋଗାଡ଼ କରିବେ ବୋଲି କହିଲେ।
ଶେଷ ଦୃଶ୍ୟରେ ପ୍ରଧାନବାବୁ ନିଜର ଭୁଲ୍ ବୁଝିପାରିଥିଲେ।
ପ୍ରଧାନବାବୁ ସତ୍ୟ ଦେହରେ ବୁଲାର ରକ୍ତ ଦେବାକୁ ପ୍ରଥମେ ସହଜରେ ରାଜି ହୋଇଯାଇଥିଲେ।
ଡାକ୍ତରଖାନାରେ ବୁଲାର ରକ୍ତ ସତ୍ୟର ରକ୍ତ ସହିତ ମେଳ ଖାଇଥିଲା।
ପ୍ରଧାନବାବୁଙ୍କର ରକ୍ତ ସତ୍ୟର ରକ୍ତ ସହିତ ମିଶିଯାଇଥିଲା।
ସତ୍ୟର ଦୁର୍ଘଟଣା ହେବା ପରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସତ୍ୟ ସପ ଉପରେ ବସି ଗାନ୍ଧିଜୀଙ୍କର ଚିତ୍ର ଆଙ୍କୁଥିଲା।
ସତ୍ୟ ଗୁରୁଜୀଙ୍କ କଥାକୁ ସମର୍ଥନ କରୁଥିଲା।
ପ୍ରଧାନବାବୁ ସ୍କୁଲରେ ବୁଲା ଓ ରହିମ୍ଙ୍କୁ ଦେଖି ବହୁତ ଖୁସି ହୋଇଥିଲେ।
ଶିକ୍ଷକ ବୁଲା ଓ ରହିମ୍ଙ୍କୁ ମାଗଣାରେ ପାଠ ପଢ଼ିବା ପାଇଁ ସ୍କୁଲକୁ ଡାକିଥିଲେ।
ସ୍କୁଲ ଘରେ ଇଟା ବୋହିବା ପାଇଁ ପଧାନବାବୁ ପାଞ୍ଚଜଣ ପିଲାଙ୍କୁ ପାଞ୍ଚଶହ ଟଙ୍କା ଦେଇଥିଲେ।
ସ୍କୁଲଘରର କାନ୍ଥରେ ଗାନ୍ଧି ଏବଂ ଗୋପବନ୍ଧୁଙ୍କ ଫଟୋ ଟଙ୍ଗା ହୋଇଥିଲା।
ବୁଲା ଓ ରହିମ୍ ପଧାନବାବୁର ଚାଷଜମିରେ କାମ କରୁଥିଲେ।
‘ଦରଜା ଖୋଲି ଦେବା’ ଏକାଙ୍କିକାର ଲେଖକ ଡ. ନାରାୟଣ ସାହୁ ଅଟନ୍ତି।