ବାଳବୁଦ୍ଧ — MCQ Practice
Tap an option to check your answer instantly.
‘ବାଳବୁଦ୍ଧ’ କବିତାରେ ମୁଖ୍ୟତଃ କେଉଁ ଦୁଇଟି ଭାବ ମଧ୍ୟରେ ଥିବା ସଂଘର୍ଷ ଦର୍ଶାଯାଇଛି?
“ହଂସ ନୁହଇ ଦେବଦତ୍ତର ହଂସ ନୁହଇ ମୋର” — ଏହି ଉକ୍ତିଟି କାହାର?
ପରିଶେଷରେ କୁମାର ଗୌତମ ହଂସଟିକୁ କ’ଣ କଲେ?
କବିତାରେ ‘ଅମ୍ବର’ ଶବ୍ଦର ପ୍ରକୃତ ଅର୍ଥ କ’ଣ?
କବିତାରେ କୁମାର ଗୌତମ କେଉଁ ଭୂମିର ଯୁବରାଜ ଥିଲେ?
ଗୌତମ ଗଢ଼ିବାକୁ ଚାହୁଁଥିବା ନୂତନ ରାଜ୍ୟରେ ପ୍ରଜାମାନେ କିପରି ଆତଯାତ ହେବେ?
କୁମାର ଗୌତମ କେଉଁ ପ୍ରକାର ରାଜ୍ୟର ରାଜା ହେବାକୁ ଅନିଚ୍ଛା ପ୍ରକାଶ କଲେ?
ରାଜଦରବାରରେ ରାଜା ପ୍ରଥମେ ଗୌତମଙ୍କୁ କ’ଣ କହିଲେ?
ହଂସ ଫେରି ନ ପାଇବାରୁ ଦେବଦତ୍ତ କ୍ରୋଧିତ ହୋଇ କେଉଁଠାକୁ ଗଲେ?
ଗୌତମଙ୍କ ମତରେ ହଂସ ଉପରେ କାହାର ପ୍ରକୃତ ଅଧିକାର ରହିଛି?
କୁମାର ଗୌତମ ବିନୟ ଭାବରେ ଦେବଦତ୍ତଙ୍କୁ କ’ଣ ପଚାରିଲେ?
ଦେବଦତ୍ତଙ୍କ ପ୍ରାଣର ପ୍ରିୟତମ ବାସନା କ’ଣ ଥିଲା?
ହାତରେ ଧନୁଶର ଧରି ବିଜୟ ଗର୍ବରେ କିଏ ଆସି ପହଞ୍ଚିଲେ?
କାହାର ସ୍ପର୍ଶ ପାଇ ହଂସର ପ୍ରାଣ ପୁନର୍ବାର ଚେଇଁ ଉଠିଲା?
କବିତାରେ ‘ମରାଳ’ ଶବ୍ଦଟି କାହା ପାଇଁ ବ୍ୟବହୃତ ହୋଇଛି?
ଆହତ ହଂସକୁ ଗୌତମ କେଉଁ ଜଳ ପିଆଇଥିଲେ?
ଗୌତମ କେଉଁଥିରେ ହଂସର ରକ୍ତ ପୋଛି ଦେଇଥିଲେ?
ଗୌତମ ହଂସ ଶରୀରରୁ କ’ଣ ଟାଣି ବାହାର କଲେ?
ଆହତ ହଂସକୁ ଦେଖି ଗୌତମ ମନରେ କେଉଁ କଥା ଭାବିଲେ?
ଧବଳ ହଂସଦଳ ଆକାଶରେ କାହା ପରି ଉଡ଼ି ଯାଉଥିଲେ?
ଧ୍ୟାନ ଭାଙ୍ଗିବା ପରେ ଗୌତମଙ୍କ ଆଖି ଆଗରେ କ’ଣ ଆସି ପଡ଼ିଗଲା?
ପ୍ରକୃତିର ନିର୍ଜନ କୋଳରେ ଗୌତମ କାହା ପରି ବସିଥିଲେ?
‘ଚୂତତରୁ’ ଶବ୍ଦର ପ୍ରକୃତ ଅର୍ଥ କ’ଣ?
କୁମାର ଗୌତମ କେଉଁ ବୃକ୍ଷ ତଳେ ଧ୍ୟାନରେ ବସିଥିଲେ?
ରାଜ ଉପବନ ନିକଟରେ କେଉଁ ନଦୀ ବହି ଯାଉଥିଲା?