1

ପରିଶେଷରେ କୁମାର ଗୌତମ ହଂସଟିକୁ ମୁକ୍ତ ଆକାଶର କୋଳକୁ ଉଡ଼ାଇ ଦେଇଥିଲେ।

2

ଗୌତମ ହିଂସା ଓ ଯୁଦ୍ଧରେ ପରିପୂର୍ଣ୍ଣ ଏକ ଶକ୍ତିଶାଳୀ ରାଜ୍ୟର ରାଜା ହେବାକୁ ଚାହୁଁଥିଲେ।

3

ରାଜା ଗୌତମଙ୍କୁ ପୁରସ୍କୃତ କରି ହଂସଟିକୁ ନିଜ ପାଖରେ ରଖିବା ପାଇଁ ଆଦେଶ ଦେଇଥିଲେ।

4

ହଂସ ଫେରି ନ ପାଇବାରୁ ଦେବଦତ୍ତ କ୍ରୋଧିତ ହୋଇ ରାଜଦରବାରରେ ଅଭିଯୋଗ କରିଥିଲେ।

5

ଜୀବନ ନେଉଥିବା ବ୍ୟକ୍ତି ଅପେକ୍ଷା ଜୀବନ ରକ୍ଷା କରୁଥିବା ବ୍ୟକ୍ତିର ଅଧିକାର ଅଧିକ ବୋଲି ଗୌତମ କହିଥିଲେ।

6

କୁମାର ଗୌତମ ଦେବଦତ୍ତଙ୍କ ଦାବି ଶୁଣି ହଂସଟିକୁ ତୁରନ୍ତ ତାଙ୍କ ହାତରେ ଟେକି ଦେଇଥିଲେ।

7

ଦେବଦତ୍ତ ନିଜ ଲକ୍ଷ୍ୟର ସଫଳତା ପାଇଁ ବିଜୟ ଗର୍ବରେ ଉଲ୍ଲସିତ ହୋଇଥିଲେ।

8

ରାଜକୁମାର ଗୌତମ ନିଜେ ଧନୁଶର ମାରି ହଂସଟିକୁ ଭୂମିରେ ଖସାଇଥିଲେ।

9

ଗୌତମ ନିଜ ଉତ୍ତରୀୟ ବସ୍ତ୍ରରେ ହଂସ ଶରୀରରୁ ରକ୍ତ ପୋଛି ତାକୁ ଝରଣାର ଜଳ ପିଆଇଥିଲେ।

10

ଧ୍ୟାନରତ ଗୌତମଙ୍କ ସମ୍ମୁଖରେ ଏକ ଆହତ ମୟୂର ଆସି ପଡ଼ିଗଲା।

11

ରାଜ ଉପବନ ନିକଟ ଦେଇ ରୋହିଣୀ ନଦୀ କଳକଳ ନାଦରେ ବହି ଯାଉଥିଲା।

12

କୁମାର ଗୌତମ ରାଜଉପବନରେ ଏକ ବରଗଛ ମୂଳରେ ଧ୍ୟାନମଗ୍ନ ହୋଇ ବସିଥିଲେ।

13

‘ସୂର୍ଯ୍ୟ ଓ ଅନ୍ଧକାର’ କାବ୍ୟଗ୍ରନ୍ଥ ପାଇଁ କବି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି।

14

କବି ରାଧାମୋହନ ଗଡ଼ନାୟକ କଟକ ଜିଲ୍ଲାର କଲଣ୍ଡାପାଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।

15

‘ବାଳବୁଦ୍ଧ’ କବିତାଟି ପ୍ରସିଦ୍ଧ ଛନ୍ଦକବି ରାଧାମୋହନ ଗଡ଼ନାୟକଙ୍କ ଦ୍ୱାରା ରଚିତ ଅଟେ।