Tap an option to check your answer instantly.
କାହାକୁ ଆଧୁନିକ ଭାରତୀୟ ଜ୍ୟୋତିର୍ବିଜ୍ଞାନର ଜନକ କୁହାଯାଏ ?
ମହାରାଜା ସୱାଇ ଜୟସିଂହ ଦ୍ୱିତୀୟଙ୍କ ଦ୍ୱାରା ନିର୍ମିତ କେଉଁ ଯନ୍ତର ମନ୍ତରଟି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ମାନ୍ୟତା ପାଇଛି ?
ଭୁବନେଶ୍ୱରସ୍ଥିତ ସାମନ୍ତ ଚନ୍ଦ୍ରଶେଖର ପ୍ଲାନେଟୋରିୟମ କେବେ ଉଦ୍ଘାଟିତ ହୋଇଥିଲା ?
ଓଡ଼ିଶାର ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ପ୍ରଣୀତ ଗ୍ରନ୍ଥର ନାମ କ’ଣ ?
ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରର ଉଜ୍ଜ୍ୱଳ ଚକି କିପରି ବର୍ଣ୍ଣର ଦେଖାଯାଏ ?
ଚନ୍ଦ୍ରଗ୍ରହଣ ସମୟରେ ମହାକାଶୀୟ ପିଣ୍ଡଗୁଡ଼ିକ କିପରି ଅବସ୍ଥାନ କରନ୍ତି ?
ସୂର୍ଯ୍ୟୋପରାଗକୁ କିପରି ଭାବେ ଦେଖିବା ସମ୍ପୂର୍ଣ୍ଣ ନିଷେଧ ଓ କ୍ଷତିକାରକ ?
ପୂର୍ଣ୍ଣ ସୂର୍ଯ୍ୟୋପରାଗ ଆରମ୍ଭ ଓ ଶେଷବେଳକୁ ସୂର୍ଯ୍ୟର ଅଳ୍ପ ଅଂଶ ମୁଦ୍ରିକା ପରି ଉଜ୍ଜ୍ୱଳ ଦେଖାଯିବାକୁ କ’ଣ କୁହାଯାଏ ?
ସୂର୍ଯ୍ୟୋପରାଗ ସମୟରେ ମହାକାଶୀୟ ପିଣ୍ଡଗୁଡ଼ିକର ସଠିକ୍ ଅବସ୍ଥିତି କ୍ରମ କ’ଣ ?
ଶୁକ୍ରଗ୍ରହ ସୂର୍ଯ୍ୟଙ୍କ ଉଜ୍ଜ୍ୱଳ ମୁହଁ ଉପର ଦେଇ ଏକ କ୍ଷୁଦ୍ର କଳାବିନ୍ଦୁ ଭଳି ଅତିକ୍ରମ କରିବାକୁ କ’ଣ କୁହାଯାଏ ?
କୌଣସି ବସ୍ତୁର ଆଖିକୁ ଦେଖାଯାଉଥିବା ପ୍ରତୀୟମାନ ଆକୃତି କେଉଁ ଦୁଇଟି ବିଷୟ ଉପରେ ନିର୍ଭର କରେ ?
ବିଷୁବରେଖାରେ ବର୍ଷ ସାରା ଦିନ ଓ ରାତିର ଅବଧି କିପରି ରହେ ?
କେଉଁ ଦୁଇଟି ତାରିଖରେ ସମଗ୍ର ପୃଥିବୀରେ ଦିନ ଓ ରାତିର ଅବଧି ୧୨ ଘଣ୍ଟା ଲେଖାଏଁ ସମାନ ହୋଇଥାଏ ?
ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ଛୋଟ ଦିନ ଓ ସବୁଠାରୁ ଦୀର୍ଘ ରାତି କେଉଁ ତାରିଖ ପାଖାପାଖି ହୁଏ ?
ଉତ୍ତର ଗୋଲାର୍ଦ୍ଧରେ ବର୍ଷର ସବୁଠାରୁ ଲମ୍ବା ଦିନ କେଉଁ ତାରିଖରେ ହୁଏ ?
ବର୍ଷର କେଉଁ ମାସରେ ପୃଥିବୀ ପ୍ରକୃତରେ ସୂର୍ଯ୍ୟର ସବୁଠାରୁ ନିକଟତର ହୁଏ ?
ପୃଥିବୀରେ ଋତୁ ପରିବର୍ତ୍ତନ ହେବାର ପ୍ରକୃତ କାରଣ କ’ଣ ?
ପୃଥିବୀର ଆବର୍ତ୍ତନ ଅକ୍ଷ ଏହାର କକ୍ଷ ସହିତ କେତେ ଡିଗ୍ରୀ କୋଣରେ ଢଳି ରହିଛି ?
ତାପି ଉପତ୍ୟକାର କେଉଁ ଜନଜାତି ଆକାଶରେ ନକ୍ଷତ୍ରର ଢାଞ୍ଚା ଦେଖି ମୌସୁମୀ ବର୍ଷାର ଆଗମନ ଜାଣୁଥିଲେ ?
ସୂର୍ଯ୍ୟ ଚାରିପାଖରେ ପୃଥିବୀର ଥରେ ପରିକ୍ରମଣ କରିବା ପାଇଁ ପ୍ରାୟ କେତେ ସମୟ ଲାଗେ ?
ଆର୍ଯ୍ୟଭଟ୍ଟଙ୍କ ଗଣନା ଅନୁସାରେ ପୃଥିବୀ ନିଜ ଅକ୍ଷ ଚାରିପଟେ ଥରେ ଘୂରିବାକୁ କେତେ ସମୟ ନିଏ ?
ପ୍ରାଚୀନ ଭାରତୀୟ ଗ୍ରନ୍ଥ ‘ଆର୍ଯ୍ୟଭଟ୍ଟୀୟ’ରେ କେଉଁ ଶ୍ଳୋକରେ ପୃଥିବୀର ଘୂର୍ଣ୍ଣନ ଯୋଗୁଁ ତାରାମାନଙ୍କ ଆପାତ ଗତି ବର୍ଣ୍ଣନା କରାଯାଇଛି ?
କ୍ୟାମେରାର ମୁହଁ ଦୀର୍ଘ ସମୟ ଖୋଲା ରଖି ରାତି ଆକାଶର ଫଟୋ ଉଠାଇଲେ ତାରାଙ୍କ ଗତି ବୃତ୍ତଚାପ ପରି ଦିଶିବାକୁ କ’ଣ କୁହାଯାଏ ?
ଉତ୍ତର ଗୋଲାର୍ଦ୍ଧରେ କେଉଁ ତାରା ଆକାଶରେ ପ୍ରାୟ ଗୋଟିଏ ସ୍ଥାନରେ ସ୍ଥିର ଦେଖାଯାଏ ?
ନୂଆଦିଲ୍ଲୀସ୍ଥିତ ନୂତନ ସଂସଦ ଭବନରେ ଝୁଲୁଥିବା ଫୋକାଲ୍ଟ ପେଣ୍ଡୁଲମ୍ର ଲମ୍ବ କେତେ ?