1

ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଟି.ଏନ୍. ଶେଷାନ୍ ନିର୍ବାଚକ ପରିଚୟପତ୍ର ପ୍ରଚଳନ କରି ନିର୍ବାଚନ ସଂସ୍କାର ଆଣିଥିଲେ ।

2

ଗ୍ରାମ ପଞ୍ଚାୟତ ଓ ପୌରସଂସ୍ଥା ନିର୍ବାଚନ ଭାରତର କେନ୍ଦ୍ରୀୟ ନିର୍ବାଚନ ଆୟୋଗ ପରିଚାଳନା କରନ୍ତି ।

3

ଭାରତର ରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟସଭାର ମନୋନୀତ ସଦସ୍ୟମାନେ ଭୋଟ୍ ଦେଇପାରନ୍ତି ନାହିଁ ।

4

ଓଡ଼ିଶା ରାଜ୍ୟରୁ ୨୧ ଜଣ ସଦସ୍ୟ ରାଜ୍ୟସଭାକୁ ନିର୍ବାଚିତ ହୁଅନ୍ତି ।

5

ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରରୁ ୧୨ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଥାନ୍ତି ।

6

ରାଜ୍ୟସଭା ଏକ ଅସ୍ଥାୟୀ ସଦନ ଏବଂ ଏହା ଲୋକସଭା ପରି ପ୍ରତି ୫ ବର୍ଷରେ ଭଙ୍ଗ ହୋଇଥାଏ ।

7

ନିର୍ବାଚନରେ କୌଣସି ପ୍ରାର୍ଥୀ ପସନ୍ଦ ନ ହେଲେ ମତଦାତା ‘ନୋଟା’ ବିକଳ୍ପ ବ୍ୟବହାର କରିପାରିବେ ।

8

ସ୍ୱିଜରଲ୍ୟାଣ୍ଡରେ ୧୯୧୩ ମସିହାରେ ମହିଳାମାନଙ୍କୁ ମତଦାନ ଅଧିକାର ପ୍ରଦାନ କରାଯାଇଥିଲା ।

9

ଓଡ଼ିଶା ରାଜ୍ୟ ବିଧାନସଭା ନିମନ୍ତେ ମୋଟ ୧୪୭ଟି ନିର୍ବାଚନ ମଣ୍ଡଳୀ ରହିଛି ।

10

ଲୋକସଭାର ୮୪ଟି ନିର୍ବାଚନ ମଣ୍ଡଳୀ ତଫସିଲଭୁକ୍ତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି ।

11

ଭାରତର ଲୋକସଭା ନିମନ୍ତେ ସମଗ୍ର ଦେଶ ୫୪୩ଟି ନିର୍ବାଚନ ମଣ୍ଡଳୀରେ ବିଭାଜିତ ହୋଇଛି ।

12

ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ପ୍ରଥମ ମତଦାତା ଥିଲେ ।

13

ଭାରତର ନିର୍ବାଚନ ଆୟୋଗ ୧୯୫୦ ମସିହାରେ ଏକ ସ୍ୱାଧୀନ ସାମ୍ବିଧାନିକ ଅନୁଷ୍ଠାନ ଭାବେ ସ୍ଥାପିତ ହୋଇଥିଲା ।

14

୧୯୮୮ ମସିହାରେ ଭାରତରେ ସର୍ବନିମ୍ନ ମତଦାନ ବୟସ ସୀମାକୁ ୧୮ ବର୍ଷରୁ ବୃଦ୍ଧି କରି ୨୧ ବର୍ଷ କରାଯାଇଥିଲା ।

15

ଭାରତୀୟ ସମ୍ବିଧାନର ଧାରା ୩୨୬ ଅନୁଯାୟୀ ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା ସମ୍ପାଦନ କରାଯାଏ ।