ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା — MCQ Practice
Tap an option to check your answer instantly.
ସାଧାରଣତଃ ଭାରତର ସଂସଦରେ ବର୍ଷକୁ କେତୋଟି ଅଧିବେଶନ ବସିଥାଏ ?
ଓଡ଼ିଶା ବିଧାନସଭା ସୌଧକୁ ୧୯୬୧ ମସିହାରେ କିଏ ଶୁଭ ଉଦ୍ଘାଟନ କରିଥିଲେ ?
ଓଡ଼ିଶାର ରାଜ୍ୟ ବ୍ୟବସ୍ଥାପିକାର ସଂରଚନା କିପରି ?
ନିମ୍ନଲିଖିତ କେଉଁ ରାଜ୍ୟରେ ଦ୍ୱି-ସଦନ ବିଶିଷ୍ଟ ବ୍ୟବସ୍ଥାପିକା ରହିଛି ?
ଶିକ୍ଷା ବିଷୟଟି ସମ୍ବିଧାନର କେଉଁ ତାଲିକାଭୁକ୍ତ ବିଷୟ ଅଟେ ?
ସମ୍ବିଧାନର ରକ୍ଷାକର୍ତ୍ତା ଭାବେ କିଏ କାର୍ଯ୍ୟ କରିଥାଏ ?
୧୯୫୬ ମସିହାରେ ରେଳ ଦୁର୍ଘଟଣା ପରେ ନୈତିକ ଦାୟିତ୍ୱ ନେଇ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ନେତା କିଏ ଥିଲେ ?
କେନ୍ଦ୍ର ମନ୍ତ୍ରୀପରିଷଦ ସେମାନଙ୍କ କାର୍ଯ୍ୟ ପାଇଁ ମିଳିତ ଭାବେ କାହା ନିକଟରେ ଉତ୍ତରଦାୟୀ ରହନ୍ତି ?
ଭାରତୀୟ ସଂସଦୀୟ ବ୍ୟବସ୍ଥାରେ ବାସ୍ତବ କାର୍ଯ୍ୟନିର୍ବାହୀ ଅଧିକାରୀ କିଏ ଅଟନ୍ତି ?
ସଂସଦ କାର୍ଯ୍ୟଦିବସର ପ୍ରଥମ କେତେକ ଘଣ୍ଟାକୁ କ’ଣ କୁହାଯାଏ ?
କେଉଁ ପ୍ରକାରର ବିଧେୟକ କେବଳ ଲୋକସଭାରେ ହିଁ ପ୍ରଥମେ ଉପସ୍ଥାପନ କରାଯାଇପାରିବ ?
ଶିକ୍ଷା ଅଧିକାର ବିଧେୟକ କେଉଁ ବର୍ଷ ସଂସଦରେ ଗୃହୀତ ହୋଇ ଅଧିନିୟମରେ ପରିଣତ ହେଲା ?
ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷାଦାନ ବ୍ୟବସ୍ଥା ଅଧିନିୟମ (RTE) କେଉଁ ବୟସର ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ?
କେଉଁ ସମ୍ବିଧାନ ସଂଶୋଧନ ଆଇନ ମାଧ୍ୟମରେ ଧାରା ୨୧ (କ) ଯୋଗ କରି ଶିକ୍ଷାକୁ ମୌଳିକ ଅଧିକାର କରାଗଲା ?
କୌଣସି ପ୍ରସ୍ତାବିତ ଆଇନର ଚିଠା ପ୍ରସ୍ତାବକୁ କ’ଣ କୁହାଯାଏ ?
ଐତିହାସିକ ରାଜଦଣ୍ଡ ‘ସିଙ୍ଗୋଲ’ ପ୍ରଦାନ କରିବାର ପରମ୍ପରା କେଉଁ ରାଜବଂଶ ସମୟରୁ ଆରମ୍ଭ ହୋଇଥିଲା ?
ଲୋକସଭାରେ ସ୍ଥାପିତ ‘ସିଙ୍ଗୋଲ’ର ଅଗ୍ରଭାଗରେ କାହାର ପ୍ରତିଛବି ରହିଛି ?
ସ୍ୱାଧୀନତା ସମୟରେ କ୍ଷମତା ହସ୍ତାନ୍ତରର ପ୍ରତୀକ ଭାବେ ପ୍ରଦାନ କରାଯାଇଥିବା ସୁନା ଛାଉଣୀ ରୂପାଦଣ୍ଡର ନାମ କ’ଣ ?
ରାଜ୍ୟସଭା ବୈଠକରେ କିଏ ଅଧ୍ୟକ୍ଷତା କରିଥାନ୍ତି ?
ଲୋକସଭାର ବୈଠକରେ କିଏ ଅଧ୍ୟକ୍ଷତା କରନ୍ତି ?
ଭାରତର ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା କେଉଁ ଦେଶର ସମ୍ବିଧାନରୁ ଅନୁକରଣ କରାଯାଇଛି ?
ରାଜ୍ୟସଭାର ସର୍ବାଧିକ ସଭ୍ୟ ସଂଖ୍ୟା କେତେ ମଧ୍ୟରେ ସୀମିତ ?
ସମ୍ବିଧାନ ଅନୁଯାୟୀ ଲୋକସଭାର ସର୍ବାଧିକ ସଭ୍ୟ ସଂଖ୍ୟା କେତେ ସ୍ଥିର କରାଯାଇଛି ?
ନୂତନ ସଂସଦ ଗୃହରେ ରାଜ୍ୟସଭା କେଉଁ ଥିମ୍ ଉପରେ ନିର୍ମିତ ହୋଇଛି ?
ନୂତନ ସଂସଦ ଗୃହରେ ଲୋକସଭା କେଉଁ ଥିମ୍ ଉପରେ ଆଧାରିତ ହୋଇ ନିର୍ମିତ ?