ମୋବାଇଲ୍ ଫୋନ୍ ଉତ୍ପାଦନ କ୍ଷେତ୍ରରେ ବିଶ୍ୱରେ ଭାରତର ସ୍ଥାନ କେତେ ?
ଭାରତରେ ପ୍ରଣୀତ ସଂଗଠିତ ସାମାଜିକ ଦାୟିତ୍ୱବୋଧ ନିୟମ ଅନୁସାରେ କମ୍ପାନୀଗୁଡ଼ିକୁ କେତେ ଭାଗ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥାଏ ?
ଯୋଗାଣ ଶୃଙ୍ଖଳ କାହାକୁ କୁହାଯାଏ ?
‘ସ୍ୱୟମ୍’ ପୋର୍ଟାଲ୍ର ମୁଖ୍ୟ ଉଦ୍ଦେଶ୍ୟ କ'ଣ ?
ଭାରତରେ ପ୍ରଥମ ବିମାନ ସେବା କିଏ ଏବଂ କେଉଁ ନାମରେ ଆରମ୍ଭ କରିଥିଲେ ?
ପୁଞ୍ଜି ବଜାର କାହାକୁ କୁହାଯାଏ ?
ପ୍ରାଚୀନ ଭାରତୀୟ କାରିଗରମାନେ ନିଜ ସାଧନ ସାମଗ୍ରୀକୁ ପୂଜା କରିବାର ପରମ୍ପରା ଆଜି କେଉଁ ପୂଜା ଭାବରେ ପାଳିତ ହେଉଛି ?
ଜାପାନର ‘କାଇଜେନ’ ତତ୍ତ୍ୱର ମୂଳ ଅର୍ଥ କ'ଣ ?
ମାନବ ପୁଞ୍ଜିର ବିକାଶରେ ସହାୟକ ହେଉଥିବା ଦୁଇଟି ମୁଖ୍ୟ ଉପାଦାନ ଉଲ୍ଲେଖ କର।
ଉତ୍ପାଦନର ମୁଖ୍ୟ ଚାରୋଟି କାରକ କ'ଣ କ'ଣ ?
ଉତ୍ପାଦନର କାରକ କାହାକୁ କୁହାଯାଏ ?
କର୍ମଚାରୀଙ୍କ ପ୍ରତି ବ୍ୟବସାୟ ସଂସ୍ଥାଗୁଡ଼ିକର ଦୁଇଟି ମୁଖ୍ୟ କର୍ତ୍ତବ୍ୟ କ'ଣ ?
ପ୍ରାକୃତିକ ସମ୍ବଳର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କାହିଁକି ଜରୁରୀ ?
‘ଶ୍ରମ-ପ୍ରଧାନ’ ଏବଂ ‘ପୁଞ୍ଜି-ପ୍ରଧାନ’ ଉତ୍ପାଦନ କ୍ଷେତ୍ର କହିଲେ କ'ଣ ବୁଝାଏ ?
ଉତ୍ପାଦନ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା କିପରି ସହାୟକ ହୁଏ ?
ଜଣେ ଉଦ୍ୟୋଗପତି ବା ଉଦ୍ୟୋଗୀଙ୍କର ଦୁଇଟି ପ୍ରମୁଖ କାର୍ଯ୍ୟ ଲେଖ।
ପ୍ରାଚୀନ କାଳରେ ନିର୍ମିତ ଭାରତୀୟ ସିଲେଇ ବୋଇତର ବିଶେଷତ୍ୱ କ'ଣ ଥିଲା ?
ଜନସାଂଖ୍ୟକୀୟ ଲାଭାଂଶ କହିଲେ କ'ଣ ବୁଝାଏ ?
‘ଶ୍ରମ’ ଏବଂ ‘ମାନବ ପୁଞ୍ଜି’ ମଧ୍ୟରେ ଥିବା ପାର୍ଥକ୍ୟ ଲେଖ।
ଅର୍ଥଶାସ୍ତ୍ରରେ ‘ଭୂମି’ କହିଲେ କେଉଁସବୁ ପ୍ରାକୃତିକ ସମ୍ବଳକୁ ବୁଝାଏ ?
ଉତ୍ପାଦନ କାରକ ପ୍ରତି ବ୍ୟବସାୟ ସଂସ୍ଥାଗୁଡ଼ିକର କ'ଣ ଦାୟିତ୍ୱ ରହିବା ଉଚିତ ? ସଂଗଠିତ ସାମାଜିକ ଦାୟିତ୍ୱବୋଧ (ସି.ଏସ୍.ଆର୍.) ବିଷୟରେ ଲେଖ ।
ପ୍ରଯୁକ୍ତିବିଦ୍ୟା କିପରି ଉତ୍ପାଦନ ଏବଂ ଶିକ୍ଷା କ୍ଷେତ୍ରରେ ଏକ ସହାୟକ ଉପାଦାନ ଭାବେ କାର୍ଯ୍ୟ କରୁଛି ? ଉଦାହରଣ ସହ ବୁଝାଅ ।
ମାନବ ପୁଞ୍ଜି କହିଲେ କ'ଣ ବୁଝାଏ ? ମାନବ ପୁଞ୍ଜି ଗଠନରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଭୂମିକା ବୁଝାଅ ।
ଭାରତର ପ୍ରାଚୀନ କୁଶଳତା ଐତିହ୍ୟ ସମ୍ପର୍କରେ ଉଲ୍ଲେଖ କରି ଭାରତରେ ମାନବ ପୁଞ୍ଜି ବିକାଶ କ୍ଷେତ୍ରରେ ଥିବା ଆହ୍ୱାନ ଏବଂ ଜନସାଂଖ୍ୟକୀୟ ଲାଭାଂଶ ବିଷୟରେ ଆଲୋଚନା କର ।
ଉଦ୍ୟୋଗପତି କାହାକୁ କୁହାଯାଏ ? ଜଣେ ଉଦ୍ୟୋଗୀଙ୍କ ପ୍ରମୁଖ କାର୍ଯ୍ୟାବଳୀ ସହିତ ଶିଳ୍ପପତି ଜେ.ଆର୍.ଡି. ଟାଟାଙ୍କ ଅବଦାନ ଆଲୋଚନା କର ।
ଉତ୍ପାଦନର ପ୍ରମୁଖ କାରକଗୁଡ଼ିକ କ'ଣ କ'ଣ ? ଏହି କାରକଗୁଡ଼ିକର ବିସ୍ତୃତ ବର୍ଣ୍ଣନା ସହିତ ଏମାନଙ୍କ ପାରସ୍ପରିକ ସମ୍ପର୍କ ଆଲୋଚନା କର ।