1

୫୦୦ ଏକ ପୂର୍ଣ୍ଣଘନ ସଂଖ୍ୟା ଅଟେ।

2

୬୪ର କେବଳ ଗୋଟିଏ ପୂର୍ଣ୍ଣସଂଖ୍ୟା ବର୍ଗମୂଳ ଅଛି।

3

୨୬ ଏକ ପୂର୍ଣ୍ଣବର୍ଗ ସଂଖ୍ୟା ଅଟେ, କାରଣ ଏହାର ଏକକ ଅଙ୍କ ୬।

4

୯ ଏକ ପୂର୍ଣ୍ଣଘନ ସଂଖ୍ୟା ଅଟେ।

5

ପ୍ରତ୍ୟେକ ସଂଖ୍ୟାର ଯୁଗ୍ମ ସଂଖ୍ୟକ ଗୁଣନୀୟକ ଥାଏ।

6

ଦୁଇଥର ଛୁଆଁ ଯାଇଥିବା ଲକରଗୁଡ଼ିକର ନମ୍ବର ମୌଳିକ ସଂଖ୍ୟା ଥିଲା।

7

ଶେଷରେ କେବଳ ବର୍ଗସଂଖ୍ୟା ନମ୍ବର ଥିବା ଲକରଗୁଡ଼ିକ ଖୋଲା ରହିଥିଲା।

8

ଲକର ୬କୁ ମୋଟ ଚାରିଥର ଖୋଲା ବା ବନ୍ଦ କରାଯାଇଥିଲା।

9

ପ୍ରଥମ ବ୍ୟକ୍ତି ପ୍ରତ୍ୟେକ ଲକର ଖୋଲିଥିଲେ।

10

ପ୍ରାସାଦର ଗୁପ୍ତ କୋଠରିରେ ୧୦୦ଟି ଲକର ଥିଲା।