ଭରତଙ୍କ ଚିତ୍ରକୂଟ ଯାତ୍ରା — True / False Practice
1
ଲକ୍ଷ୍ମଣ ନିଜେ ରଥ ଚଳାଇ ଭରତ ଓ ଶତ୍ରୁଘ୍ନଙ୍କୁ ଶୃଙ୍ଗବେରପୁର ନେଇଯାଇଥିଲେ।
2
ପିତା ଦଶରଥଙ୍କ ମୃତ୍ୟୁ ସମ୍ବାଦ ପାଇ ରାମ, ଲକ୍ଷ୍ମଣ ଓ ସୀତା ନଦୀ ଜଳରେ ସ୍ନାନ କରି ତର୍ପଣ ଓ ଶ୍ରାଦ୍ଧ କରିଥିଲେ।
3
ଶ୍ରୀରାମ ଦଶ ବର୍ଷ ବନବାସ ସମାପ୍ତ କରିବା ପରେ ଅଯୋଧ୍ୟାକୁ ଫେରିବେ ବୋଲି କହିଥିଲେ।
4
‘ଭରତଙ୍କ ଚିତ୍ରକୂଟ ଯାତ୍ରା’ ପ୍ରସଙ୍ଗଟି ଶ୍ରୀଧର ଦାସଙ୍କ ‘ରାମାୟଣ କାହାଣୀ’ ପୁସ୍ତକରୁ ଆନୀତ।
5
ଅଯୋଧ୍ୟା ଫେରିବା ପରେ ଭରତ ରାଜପ୍ରସାଦରେ ରହି ରାଜସୁଖ ଭୋଗ କରିଥିଲେ।
6
ଭରତ ଶ୍ରୀରାମଙ୍କ ପାଦୁକା ଦୁଇଟିକୁ ମୁଣ୍ଡରେ ଧାରଣ କରି ଅଯୋଧ୍ୟାକୁ ଫେରିଥିଲେ।
7
କୁଳଗୁରୁ ବଶିଷ୍ଠଙ୍କ ବୁଝାଇବା ପରେ ଶ୍ରୀରାମ ଅଯୋଧ୍ୟାକୁ ଫେରିବା ପାଇଁ ରାଜି ହୋଇଥିଲେ।
8
ଭରତ ଓ ତାଙ୍କର ଅନୁଚରମାନେ ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ରାତିଟିଏ କଟାଇଥିଲେ।
9
ଭରତଙ୍କ ସହିତ ଆସୁଥିବା ସୈନ୍ୟମାନଙ୍କୁ ଦେଖି ଶ୍ରୀରାମ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ।
10
ଭରତ ଶୃଙ୍ଗବେରପୁରଠାରେ ଶବରରାଜା ଗୃହକଙ୍କୁ ଭେଟିଥିଲେ।