1

ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘କରଞ୍ଜିଆ ଡାଏରି’ ଏକ ଭ୍ରମଣକାହାଣୀ।

2

କରମା ପର୍ବ କେବଳ ହୋ, ମୁଣ୍ଡା ଓ ଓରାଂମାନେ ପାଳନ କରନ୍ତି।

3

ମାଦଲ ଏକ ପ୍ରକାର ମୃଦଙ୍ଗ।

4

କାର୍ତ୍ତିକ ପୂର୍ଣ୍ଣମାଠାରୁ ବାହୁଡ଼ା ପର୍ଯ୍ୟନ୍ତ ଡମକଚ୍ ନୃତ୍ୟ ହୁଏ।

5

କରମା ପୂଜାସ୍ଥଳକୁ ଝିଅମାନେ ତିନିଥର ପରିକ୍ରମା କରନ୍ତି।

6

କରମା ପର୍ବ ପାଇଁ ଜାୱାକୁ ଓଦା ବାଲିରେ ଜଅ, ଧାନ, ଗହମ ଓ ହରଡ଼ର ବିହନରୁ ଗଜା କରାଯାଏ।

7

ଜିତିଆ ପର୍ବରେ କରମା ଗଛର ଡାଳ ପୂଜା କରାଯାଏ।

8

କରମା ପର୍ବ ଭଉଣୀମାନେ ଭାଇଙ୍କର ମଙ୍ଗଳ ପାଇଁ ପାଳନ କରନ୍ତି।

9

ଜିତିଆ ପର୍ବ ଭାଦ୍ରବ ମାସରେ ପାଳନ କରାଯାଏ।

10

ସାଦ୍ରି ଭାଷା ଓଡ଼ିଆ ଓ ହିନ୍ଦୀ ଭାଷାର ମିଶ୍ରଣରେ ସୃଷ୍ଟି ହୋଇଛି।