1

ଜଗନ୍ନାଥ ଦାସ କେବଳ ଓଡ଼ିଆ ଭାଗବତ ଗ୍ରନ୍ଥଟି ରଚନା କରିଥିଲେ।

2

ମନୁଷ୍ୟ ଯେଉଁ କର୍ମ କରେ, ସେହି କର୍ମର ଫଳ ତାକୁ ନିଶ୍ଚିତ ଭାବେ ଭୋଗ କରିବାକୁ ପଡ଼େ।

3

ନିକଟରେ ଥିବା ବ୍ୟକ୍ତିଙ୍କୁ ଲୋକେ ସବୁବେଳେ ଅଧିକ ଆଦର କରନ୍ତି।

4

ମହତ ବ୍ୟକ୍ତିମାନେ ଯାହା ଆଚରଣ କରନ୍ତି, ସାଧାରଣ ଲୋକମାନେ ମଧ୍ୟ ତାହା ଅନୁସରଣ କରନ୍ତି।

5

ଗୁରୁଙ୍କୁ ସାଧାରଣ ମଣିଷ ଭାବି ତାଙ୍କୁ ଅବମାନ କରିବା ଉଚିତ।

6

ଉତ୍ତମ ଲୋକଙ୍କ ସଙ୍ଗତି କଲେ ଉତ୍ତମ ବ୍ୟବହାର ଶିଖିହେବ।

7

କଠୋର କଥା କହି ପ୍ରାଣୀମନକୁ ସନ୍ତୁଷ୍ଟ କରାଯାଇପାରେ।

8

ଯେଉଁ ପ୍ରାଣୀ ଅନ୍ୟକୁ ହିଂସା କରେ, ସେ ଦେବତାଙ୍କୁ ପୂଜା କଲେ ମଧ୍ୟ ତରି ପାରେ ନାହିଁ।

9

ଯିଏ ପରର ଉପକାର କରେ, ତାହାର ଜନ୍ମ ଧନ୍ୟ ନୁହେଁ।

10

ଅନେକ ଜନ୍ମର ତପସ୍ୟାର ଫଳରେ ମନୁଷ୍ୟ ଜନ୍ମ ଲାଭ ହୁଏ।