ମାତୃଭୂମି — True / False Practice
1
କବି ଗଙ୍ଗାଧର ମେହେର ୧୯୪୭ ମସିହାରେ ଇହଲୀଳା ସମ୍ବରଣ କରିଥିଲେ।
2
କବି ଗଙ୍ଗାଧର ମେହେରଙ୍କ ପିତାଙ୍କ ନାମ ଚୈତନ୍ୟ ମେହେର ଏବଂ ମାତାଙ୍କ ନାମ ସେବତୀ ଦେବୀ ଥିଲା।
3
ଯେଉଁ ବ୍ୟକ୍ତି କେବଳ ନିଜର ସ୍ୱାର୍ଥ ସାଧନ କରେ, ସେ ବିଶ୍ୱପତିଙ୍କର ଯୋଗ୍ୟ ପୁତ୍ର ଅଟେ।
4
ଜଗତପତି ସମସ୍ତଙ୍କ ପିତା ହୋଇଥିବାରୁ ପୃଥିବୀର ସମଗ୍ର ମାନବ ସମାଜ ପ୍ରତି ସହୋଦର ଜ୍ଞାନ ରଖିବା ଉଚିତ।
5
'ମାତୃଭୂମି' କବିତାଟି ପ୍ରଥମେ 'ମୁକୁର' ପତ୍ରିକାରେ ପ୍ରକାଶ ପାଇଥିଲା।
6
ଦେଶାନ୍ତର ଗଲେ ମଣିଷ ନିଜ ଜନ୍ମଭୂମି ବା ଦେଶକୁ ସ୍ୱର୍ଗଠାରୁ ମଧ୍ୟ ଅଧିକ ମନେ କରିଥାଏ।
7
ମାତୃଭୂମି ଓ ମାତୃଭାଷା ପ୍ରତି ମମତା ନ ଥିବା ମଣିଷକୁ କବିତାରେ ପ୍ରକୃତ ଜ୍ଞାନୀ ବୋଲି କୁହାଯାଇଛି।
8
ବଡ଼ ହୋଇ ଅନ୍ୟ ରାଜ୍ୟରେ ବିଚରଣ କଲାବେଳେ ବାଳକ ନିଜ ରାଜା ଓ ରାଜ୍ୟବାସୀଙ୍କ ଶ୍ରେଷ୍ଠପଣ ବଖାଣିଥାଏ।
9
ସ୍ୱଭାବକବି ଗଙ୍ଗାଧର ମେହେର କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ।
10
'ମାତୃଭୂମି' କବିତାଟି କବି ଗଙ୍ଗାଧର ମେହେରଙ୍କ 'ଅର୍ଘ୍ୟଥାଳି' କବିତା ସଂକଳନରୁ ଆନୀତ।